କେନ୍ଦୁଝର ଘଟଣା ହୃଦୟ ବିଦାରକ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

କଡ଼ା କାର୍ଯ୍ୟାନୁଷ୍ଠାନ ହେବ- ମନ୍ତ୍ରୀ-କେନ୍ଦୁଝର ଘଟଣା ହୃଦୟ ବିଦାରକ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ-ଦାନ ମାଝୀଙ୍କ ପରେ ଦ୍ଵିତୀୟ ଘଟଣା,ଏମିତି ଘଟଣା ଯେମିତି ଆଗକୁ ନ ଘଟୁ-ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ-ଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ କରିଛନ୍ତି, ଟଙ୍କା ପାଇଲେଣି-ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ

Leave a Reply

Your email address will not be published. Required fields are marked *