ଦୁର୍ଘଟଣା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ
-ଯାଜପୁର: ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ-କଳିଙ୍ଗନଗର ଥାନା ଡୁବୁରୀ ହାଟ ଛକ ନିକଟରେ ଦୁର୍ଘଟଣା-କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ-ଡୁବୁରୀ- ନରଣପୁର ରାସ୍ତାରେ ଯାତାୟାତ ସଂପୂର୍ଣ୍ଣ ଠପ୍
