ସାଇପ୍ରୀୟା ରାଉତ+୨ବିଜ୍ଞାନରେ ଆସିକା ବ୍ଳକ ଟପ୍ପର

**** ଯୁକ୍ତ ୨ ବିଜ୍ଞାନ ବିଭାଗରେ ବ୍ରହ୍ମପୁର ସ୍ଥିତ କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସାଇପ୍ରୀୟା ରାଉତ ୫୫୧ ନମ୍ବର ରଖିଛନ୍ତି। ରଞ୍ଜନ କୁମାର ରାଉତ ଓ ରୀନା କୁମାରୀ ରାଉତଙ୍କ ପୁତ୍ରୀ ।କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଆଲୋକ ରଞ୍ଜନ ସାହୁ, ଅଧ୍ୟାପକ ଶ୍ରୀ ଏସ ଏନ ନାଥ, ଅଧ୍ୟାପିକା ଡ଼ଃ ପ୍ରଣତୀ ପାତ୍ର,ଶ୍ରୀ ଚିନ୍ମୟ ପାଢ଼ୀ, ଅଜିତ୍ ସାହୁ,ସୁଜିତ ଦାଶ,ଦୀଲିପ କୁମାର ପଟ୍ଟନାୟକଙ୍କସହଯୋଗ ଓ ଉତ୍ସର୍ଗ ପାଇଁ ସାଇପ୍ରୀୟା ୫୫୧ନମ୍ବରରଖିଛି। ଚେୟାରମେନ ଶ୍ରୀ କାହ୍ନୁ ଚୌଧୁରୀଙ୍କ ତତ୍ବାବଧାନରେ କାଲାମ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଫଳତାର ଶିର୍ଶସ୍ଥାନ ରେ ପହଞ୍ଚି ପାରିଛି

Leave a Reply

Your email address will not be published. Required fields are marked *