Sandanimation – ଲତାଜୀ ଙ୍କ ୯୨ତମ ଜନ୍ମଦିନ


ଦେଶର ସଂଗିତ ଜଗତର ମହାରାଣୀ ,କୋକିଳ କଣ୍ଠୀ , ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ର ୯୨ ତମ ଜନ୍ମ ଦିନ ସାରା ଦେଶରେ ‌ଅତି ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ଏହି ଅବସରରେ ୧ ଘଣ୍ଟା ସମୟର Sandanimation ମାଧ୍ୟମରେ ଲତା ଜୀ ଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ।

Leave a Reply

Your email address will not be published. Required fields are marked *