ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସତ୍ ସଙ୍ଗ ଓ ସ୍ମୃତି ଚାରଣ ସଭା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ବହ୍ଲବ ଗ୍ରାମ ରେ ବିଶିଷ୍ଟ ସମାଜସେବୀ ପ୍ରେମାନନ୍ଦ ସାମଲ ଙ୍କ ସହଧର୍ମିଣୀ ସ୍ବର୍ଗତା ପ୍ରତିମା ସାମଲ ଙ୍କ ବିୟୋଗରେ ସତ୍ ସଙ୍ଗ ଓ ସ୍ମୃତି ଚାରଣ ସଭା ସୁସାହାତ୍ଯିକ ତଥା ଓମ୍ ଶାନ୍ତି ର ପ୍ରଚାରିକା ଉପମା ସାମଲ ଙ୍କ ଆବାହିକତ୍ବାରେ ଋତ୍ଯିକ ମଣ୍ଡଳୀ ଙ୍କ ଅଧ୍ୟକ୍ଷତାରେ ଜୁନ ମାସ ଚବିଶି ତାରିଖ ରେ ବହ୍ଲବ ଗ୍ରାମ ରେ ଏକ ଆଧ୍ୟାତ୍ମିକ ବାତାବରଣ ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ ରେ ସତ୍ ସଙ୍ଗ ପ୍ରେମୀ ମାନେ ଭଜନ କୀର୍ତନ ସହିତ ଆତ୍ମାର ସଦ୍ଗତି କାମନା କରିବା ସହିତ ଠାକୁରଙ୍କ ପ୍ରାର୍ଥନା କରିଥିଲେ।ବିଶିଷ୍ଟ ସମାଜସେବୀ ସୁସାହିତ୍ଯିକ ତଥା ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ସ୍ବର୍ଗତା ସାମିଲ ଙ୍କ ବହୁ ମୁଖୀ ପ୍ରତିଭା ର ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *