ଜେନିଫର_ବାରେଟୋ_ହେଲେ_ମିସ୍_ୟୁନିଭର୍ସ
#ଜେନିଫର_ବାରେଟୋ_ହେଲେ_ମିସ୍_ୟୁନିଭର୍ସ-ପୁଏର୍ଟା ରିକୋର ଜେନିଫର ବାରେଟୋ ମିସ୍ ୟୁନିଭର୍ସ ୨୦୨୬-୨୦ ବର୍ଷ ପରେ ପୁଏର୍ଟା ରିକୋକୁ ଫେରିଲା ଟାଇଟଲ୍-ଜେନିଫରଙ୍କୁ ମିସ୍ ୟୁନିଭର୍ସ କ୍ରାଉନ ପିନ୍ଧାଇଲେ ମେକ୍ସିକୋର ଫାତିମା ବସ୍-ଡୋମିନିକାର ମେଲିସା ନୁନେଜ ପ୍ରଥମ ରନର ଅପ୍-ଭେନେଜୁଏଲାର କ୍ଲାରା ଭେଗାସ୍ ଗୁଏଟ୍ଜ ଦ୍ବିତୀୟ ରନର ଅପ୍-ଭାରତର କାଜିଆ ଲିଜ୍ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ ପଡିଲେ l
