ପ୍ରଶାସନର ପ୍ରତିଶୃତି ପରେ ବନ୍ଦ ପାଳନରୁ ଓହରିଲା
ଭଦ୍ରର ବରପଦା ଇଞ୍ଜିନିୟରିଂ କଲେଜ ମହା ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଆଜି ଭଦ୍ରକ ବନ୍ଦ ପାଳନ | କଲେଜରୁ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରକୁ ବରଖାସ୍ତ ଦାବି କରି ମଞ୍ଚ ପକ୍ଷରୁ ସହରର ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି | ତେବେ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରି ଜଲ୍ଲାପାଳଙ୍କ ସହ ଆଲୋଚନା ନେଇ ନିର୍ଭର ପ୍ରତିଶୃତି ପରେ ବନ୍ଦ ପାଳନରୁ ଓହରିଲା ମଞ୍ଚ |
