ରାତ୍ରୀ ଅଧ ରେ ଘର ପୋଡ଼ି ଦେଲେ ଦୁର୍ବୁତ ପୋଲିସ ପ୍ରଶାସନ ନିରବ

– ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ର ଆଖୁଆପଦା ର ମଞ୍ଜୁରୀ ପଞ୍ଚାୟତ ର ରାତ୍ରୀ ଅର୍ଦ୍ଧ ରେ ଘର ପୋଡ଼ି ର ଦୃଶ୍ୟ ଲୋକ ଲୋଚନକୁ ଆସିଛି । ଘଟଣା ରୁ ଜଣା ପଡିଛି। ରାତ୍ରୀ ୧୧ ସମୟ ରେ ଦୁର୍ବୁତ ଆସି ସିଗାରେଟ ପାଣି ବୋତଲ ମାଗିବାରୁ । ଦୋକାନୀ ମନା କରିଥିଲେ। ଦୁର୍ବୁତ ମାନେ ନିଆଁ ଲଗାଇ ଦେଇଥିଲେ। ଏ ବିଷୟ ରେ ୫ଦିନ ହେବ ଥାନାରେ ଏଫଆଇଆର ଦେଲା ପରେ ଭି ଭଣ୍ଡାରୀପୋଖରୀ ପୋଲିସ କୈାଣସି ପଦକ୍ଷେପ ନେଉନଥିବାର ଦୃଶ୍ୟ ବୃଦ୍ଧି ଯିବି ମହଲ ରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *