ନବଯୌବନ_ଦର୍ଶନ_ଅବଧି_କମ୍‌_ରହିବ

ନବଯୌବନ_ଦର୍ଶନ_ଅବଧି_କମ୍‌_ରହିବ-ରଥଯାତ୍ରା ନେଇ ଚୂଡ଼ାନ୍ତ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା-୧୪ ତାରିଖ ନବଯୌବନ ଦର୍ଶନ ଅବଧି ଅପେକ୍ଷାକୃତ କମ୍‌ ରହିବ-୧୫ ତାରିଖ ଉଭା ଦିନ ମହାପ୍ରଭୁଙ୍କ ଦର୍ଶନ ପୂରା ବନ୍ଦ ରହିବ-କୌଣସି ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିବା ମନା-ଯଦି କେହି ଅମାନ୍ୟ କରନ୍ତି, ତାହେଲେ କାର୍ଯ୍ୟାନୁଷ୍ଠାନ ହେବ-ରଥ ଉପରେ କେହି ମୋବାଇଲ୍‌ ବ୍ୟବହାର କରିପାରିବେନି-ଛଦ୍ମବେଶୀ ଓ ମୋବାଇଲ ବ୍ୟବହାର ଉପରେ ଭିଡିଓ କ୍ୟାମେରା ନଜର ରଖିବ-ଏଥର ସୁପରିଚାଳନା ପାଇଁ ୨ ସେଟ୍‌ ରଥ ଦଉଡ଼ି ରହିବ l

Leave a Reply

Your email address will not be published. Required fields are marked *