ଜଟଣୀ କଂଗ୍ରେସ ମଙ୍ଗ ଧରିବେ ମଙ୍ଗରାଜ

ଜଟଣୀ କଂଗ୍ରେସ ମଙ୍ଗ ଧରିବେ ମଙ୍ଗରାଜ । ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ଦୀର୍ଘ ୪୦ ବର୍ଷ ହେବ ବିଧାୟକ ସୁର ରାଉତରାୟଙ୍କ ସହିତ ନିଷ୍ଠାର ସହିତ କଂଗ୍ରେସ ପାଇଁ କାମ କରିଆସିଛନ୍ତି ଓ ସେ ୨୫ ବର୍ଷ ହେବ ନଗର କଂଗ୍ରେସ ସଭାପତି ରହିଆସିଛନ୍ତି ।ବର୍ତ୍ତମାନ କଂଗ୍ରେସର ସଙ୍କଟ ପରିସ୍ଥିତିରେ ଯଦି କଂଗ୍ରେସ ଅଶୋକ ମଙ୍ଗରାଜ କୁ ବିଧାୟକ ପ୍ରାର୍ଥୀ ପାଇଁ ସୁଯୋଗ ଦିଏ ସେ ଦୃଢ଼ ଓ ନିଷ୍ଠାପର ସହିତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଜଟଣୀ ରୁ ସାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *