ସୋରଡା ଅଞ୍ଚଳ ରେ ମତିଛନ୍ତି ମନ୍ଦିର ଲୁଟେରା

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ମାରିଛନ୍ତି ମନ୍ଦିର ଲୁଟେରା କିଛି ଦିନ ହେଲା ଲୁଟେରା ମାନେ ଲୁଟି ଚାଲିଛନ୍ତି ମନ୍ଦିର ର ଆସବା ପାତ୍ର ଓ ହୁଣ୍ଡି ଭାଙ୍ଗି ଟଙ୍କା କିଛି ଦିନ ତଳେ ଲୋକମାରୀ ଗ୍ରାମର ହନୁମାନ ମନ୍ଦିରରେ ଚୋରି । ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ବଡଗଡ ପାତମା ଗ୍ରାମର ଦୂର୍ଗଦେବି ମନ୍ଦିରରେ ଚୋରି , ହନୁମାନ ମନ୍ଦିରରେ ଚୋରି ପୁଣି ଆଜି ସୋରଡ଼ା ବ୍ଲକ ଅତର୍ଗତ ସୁରମଣୀ ଗ୍ରାମର ଦଣ୍ଡ କାଳୀ ମନ୍ଦିର ରୁ ଚୋରି ହୋଇଛି l ସୂଚନା ମୁତାବକ ଗତ କାଲି ଗର୍ଭଣା ସଂକ୍ରାନ୍ତି ଥିବା ବେଳେ ମାଙ୍କ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ମାଙ୍କ ନଗର ପରିକ୍ରମା ସାରି ରାତ୍ର 8.30 pm ସମୟ ରେ ସମସ୍ତ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ମନ୍ଦିରରେ ତାଲା ପକାଇ ଘର କୁ ଯାଇଥିଲେ l ସବୁ ଦିନ ଭଳି ଆଜି ମଧ୍ୟ୍ୟ ସକାଳେ ମାଆ ଙ୍କ ନୀତି ନୀତି ସେବା ଲାଗି ପୂଜାରୀ ମନ୍ଦିର କବାଟ ଖୋଲିବାକୁ ଆସିଥିଲେ କିନ୍ତୁ ଦେଖିଲା ବେଳକୁ ମନ୍ଦିର କବାଟ ତାଲା ଭାଙ୍ଗି ପଡ଼ିଛି l ଭିତରେ ଥିବା ମାଆ ଙ୍କ ବିଗ୍ରହ ରୁ ରୂପାର ମୁକୁଟ ଓ ଜିଭ ମାଙ୍କ ସିନ୍ଦୁକ ସେଠାରେ ନାହିଁ, ମନ୍ଦିରର ଆସଭା ପତ୍ର ଏଣେ ତେଣେ ଖେଳେଇ ହୋଇ ପଡ଼ିଛି । ସଙ୍ଗେ ସଙ୍ଗେ ଗ୍ରାମ ବାସୀଙ୍କୁ ଓ ମନ୍ଦିର କମିଟି କୁ ସୂଚନା ଦେଲେ ମନ୍ଦିର କମିଟି ଓ ଗ୍ରାମବାସୀ ସଙ୍ଗେ ସଙ୍ଗେ ଆସି ମନ୍ଦିର ରେ ପହଞ୍ଚି ଆଲୋଚନା କରି ଥାନା ଅଧିକାରୀ ଙ୍କୁ ଖବର ଦେଲେ l ମନ୍ଦିରଠୁ କିଛି ଦୁରରେ ସିନ୍ଦୁକ ଭାଙ୍ଗି ପଡ଼ିଛି ଓ କିଛି ମାଙ୍କ ବସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ପୂଜାରୀ ମନ୍ଦିର କମିଟି କୁ ଖବର ଦେଇଥିଲେ । ଖବର ପାଇ ମନ୍ଦିର କମିଟି ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଲିସ କୁ ସୂଚନା ଦେଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛନ୍ତି lତେବେ ଘଟଣାର ଅଧିକା ତଦନ୍ତ କରୁଛନ୍ତି ପୋଲିସ । ମନ୍ଦିର ଟି ଆଖ ପାଖ ଅଞ୍ଚଳର ଆସ୍ତା ଓ ବିଶ୍ୱାସ ର ମନ୍ଦିର ତା ସହ କାର୍ତ୍ତିକ ମାସ ପ୍ରଥମ ଦିବସ ରୁ ଏହି ଭଳି ଚୋରି ରେ ଭକ୍ତ ମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଫ

Leave a Reply

Your email address will not be published. Required fields are marked *