ବାଲୁଗାଁ_ଅଞ୍ଚଳରେ_ବାଘ_ଆତଙ୍କ
ବାଲୁଗାଁ_ଅଞ୍ଚଳରେ_ବାଘ_ଆତଙ୍କ-ବାଲୁଗାଁ କିମ୍ଭିରିପଡା ନିକଟସ୍ଥ କଂସାରୀ ନଈ ପାଖରେ ବୁଲୁଛି ବାଘ-ମା’ ବାଘ ସହିତ ୨ଟି ଛୁଆ ବାଘ ବୁଲୁଥିବା ସୂଚନା-ଆଜି ସକାଳେ କଂସାରୀ ନଦୀ ପାଖରେ ୩ ଟା ବାଘ ବୁଲୁଥିବା ଲୋକେ ଦେଖିଥିବା ସୂଚନା-ବାଘ ବୁଲୁଥିବା ଦେଖି ଲୋକେ ଆତଙ୍କିତ l
