ଟୁନା ଦାସ ହତ୍ୟାକାଣ୍ଡ ଘଟଣାର, ମାଷ୍ଟର ମାଇଣ୍ଡ ମୋହନ ସମେତେ ୫ଗିରଫ

*ଟୁନା ଦାସ ହତ୍ୟାକାଣ୍ଡ ଘଟଣାର, ମାଷ୍ଟର ମାଇଣ୍ଡ ମୋହନ ସମେତେ ୫ଗିରଫ *ଦୁର୍ଦ୍ଧାନ୍ତ ଅପରାଧୀ ତଥା ଖାଲାସି ସାହିର ଟୁନା ଦାସ ହତ୍ୟା ଘଟଣାରେ ଗୋସାଣି ନୁଆଁ ଗାଁ ପୋଲିସ କୁ ମିଳିଚି ଏକ ବୋଡ଼ ସୋଫଳତା। ଗୋସାଣି ନୂଆଗାଁ ଥାନା ଅନ୍ତର୍ର ଗତ ହାଉସିଙ୍ଗ ବୋର୍ଡ ଠାରେ ଥିବା ଏକ ଟାଟୁ ଦୋକାନ ଭିତରେ ପଶି ଖାଲାସୀ ସାହିର ଯୁବକ ଟୁନା ଦାସ ଙ୍କୁ ବିଭିତ୍ସହତ୍ୟା ଘଟଣା ରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ବଡ଼ ବଜ଼ାର ଥାନା ଲେପ୍ରୋସି କଲେନିର ଆର. ମୋହନ ରାଓ, (୨୨), ରବି ରାଓ (୨୧)ଲୋଚାପଡ଼ା ମାଳି ସାହିର ପପୁନି କୁମାର ନାୟକ, ଲଷ୍ମୀନୃସିଂହ ସାହି ଷଷ୍ଟ ଲାଇନ ରେ ବଂଶୀଧର ସାହୁ ଓରଫ ବିକି (୨୩)ଓ ହାଉସିଂ ବୋର୍ଡ ଷ୍ଟେଜ- ୨ ର ସୁରଜ କୁମାର (୨୦)।ପୂର୍ବରୁ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆର. ମୋହନ ରାଓଙ୍କୁ ମୂତକ ଟୁନା ହତ୍ୟା ଉଦ୍ୟମ କରିଥିଲେ। ତାହାର ପ୍ରତିଶୋଧ ନେବାକୁ ଯାଇ ମୋହନ ହିଁ ଯୋଜନାବଦ୍ଧ ଭାବେ ଟୁନାଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ ସୃଷ୍ଟି କରଛି। ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ୩ଟି ରକ୍ତଭିଜା ଖଣ୍ଡା, ୪ଟୀ ମୋବାଇଲ ଫୋନ ଓ ଗୋଟିଏ ସୁଟିଂ ଗାଡ଼ି (ଓ ଡ଼ି ୦୭ୱାଇ -୫୦୮୮) ଜବତ କରିଛି ପୁଲିସ।

Leave a Reply

Your email address will not be published. Required fields are marked *