ରାଷ୍ଟ୍ରପତି_PMଙ୍କ_ଗସ୍ତ_ନେଇ_CMଙ୍କ_ସମୀକ୍ଷା
#ରାଷ୍ଟ୍ରପତି_PMଙ୍କ_ଗସ୍ତ_ନେଇ_CMଙ୍କ_ସମୀକ୍ଷା-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା-ଲୋକସେବା ଭବନରେ ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ-ମୁଖ୍ୟ ସଚିବ, ଡିଜିପି, ଗୃହ ବିଭାଗ ACS, ବରିଷ୍ଠ ଅଧିକାରୀ ସାମିଲ ହେଲେ-ରାଜ୍ୟ ସରକାରଙ୍କ ୨ୟ ବର୍ଷ ପୂର୍ତ୍ତି ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ହେବ-୨୦ ତାରିଖରେ ରାଷ୍ଟ୍ରପତିଙ୍କ ଜନ୍ମଦିବସ ସହ ୨ୟ ବର୍ଷ ପୂର୍ତ୍ତି ପାଳନ ହେବ-୧୯ରେ ରାଷ୍ଟ୍ରପତି ଓ ୨୦ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପହଞ୍ଚି ଭାଗ ନେବେ-ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ବି ହେବ
