V,N automobile college ର ପ୍ରଥମ ସ୍ଥାନ ହାସଲ କରିଛନ୍ତି ଓମ୍ ପ୍ରକାଶ ସାହୁ

ଭଦ୍ରକ ଜିଲ୍ଲାର ଧାମନଗର ର ଖଡିପଦା ର ମୁଥ ପଞ୍ଚାୟତ ର ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଙ୍କ ପୁତ୍ର ଓମ୍ ପ୍ରକାଶ ସାହୁ +2 ବିଜ୍ଞାନ ରେ ୮୦,୫ ନମ୍ବର ରଖି ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ,ସେ ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ୮ ରୁ ୧୦ ଘଣ୍ଟା ପରିଶ୍ରମ କରି ଆଜି ସଫଳତା ହାସଲ କରିପାରିଛନ୍ତି। ବାପା ମାଆ ଙ୍କ ଆଶୀର୍ବାଦ ଏବଂ କଲେଜ ମୁଖ୍ଯ ପରିଚାଳକ ଙ୍କ ପାଇଁ ଓମ୍ ପ୍ରକାଶ ସାହୁ ୨ୟ ସ୍ଥାନ ହାସଲ କରିପାରିଛନ୍ତି।

ସେ ଭବିଷ୍ଯତ ରେ ଜଣେ ଭଲ ଇଂଜିନିୟର ହେବା ପାଇଁ ଚେଷ୍ଟା କରିବେ। କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *