ମା ଉଗ୍ରତାରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ବଣ୍ଟନ

Date-26/05/26*ପ୍ରବଳ ଖରା ଓ ଗରମ କୁ ଦୃଷ୍ଟି ରେ ରଖି ଜଗତସିଂହପୁର ସ୍ଥିତ ମା ଉଗ୍ରତାରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଜଳ ଛତ୍ର ଖୋଲାଯାଇଛି । ଆଙ୍କର- ପ୍ରବଳ ଖରା ଓ ଗରମ କୁ ଦୃଷ୍ଟି ରେ ରଖି ଜଗତସିଂହପୁର ସ୍ଥିତ ମା ଉଗ୍ରତାରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଜଳ ଛତ୍ର ଖୋଲାଯାଇଛି । ବାଟରେ ଯାଉଥିବା ଲୋକମାନଙ୍କୁ ବଣ୍ଟନ କରାଯାଉଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବରିଷ୍ଠ ନାଗରିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସକାଳ 9ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଦହି ଲେମ୍ବୁ ପାଣି ଦିଆଯାଉଛି । ଯାହାଦ୍ୱାରା ଲୋକଙ୍କ ତୃଷ୍ଣା ମେଂଟୁ ଥିବାରୁ ପଥଚାରି ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *