ସବୁଠୁ_ବଡ଼_ଶକ୍ତି_ସଂକଟକୁ_ସାମ୍ନା_କରିଛୁ
ସବୁଠୁ_ବଡ଼_ଶକ୍ତି_ସଂକଟକୁ_ସାମ୍ନା_କରିଛୁ: #ମୋଦି-ରାଜସ୍ଥାନରେ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ଉଦ୍ଘାଟନୀରେ ମୋଦିଙ୍କ ଦମ୍ଭୋକ୍ତି-ବାଲୋତ୍ରାରେ ୧.୦୬ ଲକ୍ଷ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ-ପଶ୍ଚିମ ଏସିଆ ଯୁଦ୍ଧ ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ଶକ୍ତି ସଂକଟ ଆଣିଛି-ନୂତନ ଭାରତର ଇଚ୍ଛାଶକ୍ତି ଶତାବ୍ଦୀର ସବୁଠୁ ବଡ଼ ଶକ୍ତି ସଂକଟକୁ ଦୂର କରିଛି-ଭାରତ ପ୍ରତ୍ୟେକ ସ୍ତରରେ ସଠିକ୍ ନିଷ୍ପତ୍ତି ନେଇଛି, ଯଥାର୍ଥ ମୂଲ୍ୟାଙ୍କନ କରିଛି-ଭାରତ ନିଜର ସମ୍ପଦର ସନ୍ତୁଳିତ ବ୍ୟବହାର କରି, ସମସ୍ୟା ଦୂର କରିପାରିଛି-ମାତ୍ର କିଛି ଶକ୍ତି ଗୁଜବ ଏବଂ ଭୟ ପ୍ରସାର କରିବାରେ ବ୍ୟସ୍ତ ଥିଲେ- ମୋଦି-ଆମର LPG ଆବଶ୍ୟକତାର ପ୍ରାୟ ୬୦% ଆମଦାନୀ ମାଧ୍ୟମରେ ପୂରଣ ହୁଏ-ଆମଦାନୀର ୯୦% ଗଲ୍ଫ ଦେଶ, ଯାହା ହର୍ମୁଜ୍ ବାଟ ଦେଇ ଆସୁଥିଲା-ହଠାତ୍ ଯୁଦ୍ଧ ପରିସ୍ଥିତି ଯୋଗୁଁ ସେହି ଯୋଗାଣ ପ୍ରାୟ ବନ୍ଦ ହୋଇଯାଇଥିଲା-ସଂକଟ ଆରମ୍ଭ ହେବା ମାତ୍ରେ ଆମର ରିଫାଇନାରୀ କ୍ଷମତାକୁ ବଢ଼ାଇଲୁ-ମାତ୍ର ୭ ଦିନ ଭିତରେ ଏଲ୍ପିଜି ଉତ୍ପାଦନ ବଢ଼ିଗଲା- ପ୍ରଧାନମନ୍ତ୍ରୀ-ଘରୋଇ ଉତ୍ପାଦନ ୩୫,୦୦୦ MTରୁ ୫୪,୦୦୦ MT ହୋଇଗଲା-PNG ସଂଯୋଗ ବଢ଼ାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଗଲା-ସ୍ୱଳ୍ପ ସମୟ ମଧ୍ୟରେ ୧୧ ଲକ୍ଷରୁ ଅଧିକ ପରିବାରକୁ PNG ସଂଯୋଗ ଦେଇଛୁ-ଏପର୍ଯ୍ୟନ୍ତ ଏକ ଘରୋଇ LPG ସିଲିଣ୍ଡର୍ ୯୫୦ ଟଙ୍କାରୁ କମ୍ ମୂଲ୍ୟରେ ଦେଉଛୁ
