IICଙ୍କ_ଆତ୍ମହତ୍ୟା_ପଛରେ_ବ୍ୟକ୍ତିଗତ_କାରଣ

IICଙ୍କ_ଆତ୍ମହତ୍ୟା_ପଛରେ_ବ୍ୟକ୍ତିଗତ_କାରଣ: #ସିପି-IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ସିପିଙ୍କ ବଡ଼ ମନ୍ତବ୍ୟ-ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ ହୁଏନି-କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଅନୁଧ୍ୟାନ କରିବୁ-କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ବାର୍ଟର୍ସ ଥିଲେ-ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍‌ ଉଠାଇ ନ ଥିଲେ-ତେଣୁ କାଲି ରାତିରେ ସେ ଖାଇ ନଥିଲେ- ଏସ୍‌. ଦେବଦତ୍ତ ସିଂ-ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ-କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି-କମିଶନରେଟ୍‌ ପୋଲିସରେ ଭଲ କାମ କରୁଥିଲେ, ପବ୍ଲିକ ଡିଲିଂ ଭଲ ଥିଲା l

Leave a Reply

Your email address will not be published. Required fields are marked *