କିଏ କେତେ ଭୋଟରେ ବିଜୟୀ କରିଛନ୍ତି
*କିଏ କେତେ ଭୋଟରେ ବିଜୟୀ କରିଛନ୍ତି👇**ବିଧାନସଭା ନିର୍ବାଚନ ଫଳାଫଳ ଗଂଜାମ👇*……………………………………………….*👉133 ବ୍ରହ୍ମପୁର*(BJD) ବିଜେଡି ରମେଶ ଚନ୍ଦ୍ର ଚ୍ୟlଉ ପଟ୍ଟନାୟକ 36288(BJP) *ବିଜେପି କେ ଅନିଲ କୁମାର 54997*(IND) ଶିବ ଶଙ୍କର ଦାସ 24661(18709 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *132 ଗୋପାଳପୁର*(BJD) ବିଜେଡି ବିକ୍ରମ ପଣ୍ଡା 62301(BJP) *ବିଜେପି ବିଭୂତି ଭୂଷଣ ଜେନା 70828*(CON) କଂଗ୍ରେସ ଶ୍ୟାମ ସୁନ୍ଦର ସାହୁ 3309( 8527 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *127 ଛତ୍ରପୁର*(BJD) ବିଜେଡି ସୁବାଷ ଚନ୍ଦ୍ର ବେହେରା 63362(BJP) *ବିଜେପି କୃଷ୍ଣ ଚନ୍ଦ୍ର ନାୟକ 74627*(CON) କଂଗ୍ରେସ ଭାଗିରଥି ବେହେରା 7122(11265 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *124 ପୋଲସରା*(BJD) ବିଜେଡି ଶ୍ରୀକାନ୍ତ ସାହୁ 64791(BJP) *ବିଜେପି ଗୋକୁଳାନନ୍ଦ ମଲ୍ଲିକ 85737*(CON) କଂଗ୍ରେସ ଅଗସ୍ତି ବରାଡ 3763(20946 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *125 କବିସୂର୍ଯ୍ୟନଗର*(BJD) ବିଜେଡି ଲତିକା ପ୍ରଧାନ 50822(BJP) *ବିଜେପି ପ୍ରତାପ ଚନ୍ଦ୍ର ନାୟକ 80995*(CON) କଂଗ୍ରେସ ସଞ୍ଜୟ କୁମାର ମଣ୍ଡଳ 2969(30173 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *126 ଖଲ୍ଲିକୋଟ*(BJD) ବିଜେଡି ସୂର୍ଯ୍ୟମଣି ବୈଦ 57173(BJP) *ବିଜେପି ପୁର୍ଣ୍ଣଚନ୍ଦ୍ର ସେଠୀ 80230*(CON) କଂଗ୍ରେସ ଚିତ୍ରସେନ ବେହେରା 7857(23057 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *128 ଆସ୍କା*(BJD) ବିଜେଡି ମଞ୍ଜୁଳା ସ୍ବାଇଁ 51024(BJP) *ବିଜେପି ସରୋଜ କୁମାର ପାଢ଼ୀ 59083*(CON) କଂଗ୍ରେସ ସୁରଭି ବିଶୋଇ 5316(8059 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *129 ସୋରଡ଼ା*(BJD) ବିଜେଡି ସଂଘମିତ୍ରା ସ୍ବାଇଁ 55401(BJP) *ବିଜେପି ନିଳମଣି ବିଶୋଇ 83625*(CON) କଂଗ୍ରେସ ହରେକୃଷ୍ଣ ରଥ 7478(28224 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *130 ସାନଖେମୁଣ୍ଡି*-(BJD) ବିଜେଡି ସୁଲକ୍ଷଣା ଗୀତାଞ୍ଜଳି ଦେବୀ 55205(BJP) ବିଜେପି ଉତ୍ତମ କୁମାର୍ ପାଣିଗ୍ରାହୀ 22396(CON) *କଂଗ୍ରେସ ରମେଶ ଚନ୍ଦ୍ର ଜେନା 65867*(10662 ଭୋଟରେ କଂଗେସ ପ୍ରାର୍ଥୀ ବିଜୟୀ)👉 *131 ହିଞ୍ଜିଳି*(BJD) *ବିଜେଡି ନବୀନ ପଟ୍ଟନାୟକ 66358*(BJP) ବିଜେପି ଶିଶିର ମିଶ୍ର 61709(CON) କଂଗ୍ରେସ ରଜିନିକାନ୍ତ ପାଢ଼ୀ 5366(4649 ଭୋଟରେ ବିଜେଡି ପ୍ରାର୍ଥୀ ବିଜୟୀ )👉 *134 ଦିଗପହଣ୍ଡି*(BJD) ବିଜେଡି ବିପ୍ଳବ ପାତ୍ର 55929(BJP) *ବିଜେପି ସିଦ୍ଧାନ୍ତ ମହାପାତ୍ର 72572*(CON) କଂଗ୍ରେସ ସାକ ସୁଜିତ୍ କୁମାର 10053(16643 ଭୋଟରେ ବିଜିପେ ପ୍ରାର୍ଥୀ ବିଜୟୀ)👉 *135 ଚିକିଟି*(BJD) ବିଜେଡି ଚିନ୍ମୟନନ୍ଦ ଶ୍ରୀରୁପ ଦେବ 63179(BJP) *ବିଜେପି ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ 69644*(CON) କଂଗ୍ରେସ ରବୀନ୍ଦ୍ର ନାଥ ଦ୍ୟାନ୍ ସାମନ୍ତରାୟ 2829(6465 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ)👉 *123 ଭଂଜନଗର* (BJD) ବିଜେଡି ବିକ୍ରମ କେଶରୀ ଆରୁଖ 67498(BJP) *ବିଜେପି ପ୍ରଦ୍ୟୁମ୍ନ କୁମାର୍ ନାୟକ 83822*(CON) କଂଗ୍ରେସ ପ୍ରଶାନ୍ତ କୁମାର ବିଷୋୟୀ 5136(16324 ଭୋଟରେ ବିଜେପି ପ୍ରାର୍ଥୀ ବିଜୟୀ )
