ମୃତ_ହୋମଗାର୍ଡଙ୍କ_ପରିବାରକୁ_୧୦_ଲକ୍ଷ
ମୃତ_ହୋମଗାର୍ଡଙ୍କ_ପରିବାରକୁ_୧୦_ଲକ୍ଷ-ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ-କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ-ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ସହ ଆତ୍ମାର ସଦ୍ଗତି କାମନା-ମୃତକଙ୍କ ଆତ୍ମୀୟଙ୍କ ପାଇଁ CMRFରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା-ମୃତକଙ୍କ ପରିବାରର ଜଣଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି l
