ରଥଯାତ୍ରା_ପାଇଁ_୧୫_କମ୍ପାନୀ ସେଣ୍ଟ୍ରାଲ_ଫୋର୍ସ
ରଥଯାତ୍ରା_ପାଇଁ_୧୫_କମ୍ପାନୀ_ସେଣ୍ଟ୍ରାଲ_ଫୋର୍ସ-ରଥଯାତ୍ରା ସମୀକ୍ଷା ପରେ ଡିଜିପିଙ୍କ ବଡ଼ ସୂଚନା-ରାଜ୍ୟ ପୋଲିସ ସହ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ରହିବେ-CRPF, BSF, RAFଙ୍କୁ ମିଶାଇ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ରହିବେ-ତଟ ସୁରକ୍ଷା ଦାୟିତ୍ବରେ ନାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ ରହିବେ-କେଉଁ ଅଫିସର କେଉଁ ଦାୟିତ୍ବରେ ରହିବେ, ତାହା ମଧ୍ୟ ସ୍ଥିର ସରିଛି-ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥଯାତ୍ରା ନେଇ ପୂରା ଆଶାବାଦୀ l
