ରାଷ୍ଟ୍ରପତି PMଙ୍କ ପାଇଁ ୧୫୦ ପ୍ଲାଟୁନ ଫୋର୍ସ

ରାଷ୍ଟ୍ରପତି PMଙ୍କ ପାଇଁ ୧୫୦ ପ୍ଲାଟୁନ ଫୋର୍ସ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି-୧୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜିଙ୍କ ସୂଚନା-ବ୍ଲୁ- ବୁକ୍ ନିୟମ ଅନୁସାରେ କରାଯିବ ସୁରକ୍ଷା ବ୍ୟବସ୍ଥା-ଗସ୍ତ ପୂର୍ବରୁ ରାଇରଙ୍ଗପୁରରେ ଗତକାଲି ସମୀକ୍ଷା କରିଛନ୍ତି ପୋଲିସ ଡିଜି-ଆସନ୍ତା ୧୯ ଓ ୨୦ ତାରିଖରେ ରହିଛି ଗସ୍ତ କାର୍ଯ୍ୟକ୍ରମ

Leave a Reply

Your email address will not be published. Required fields are marked *