ମାସକରେ ରାଜ୍ୟର ପ୍ରତିଷ୍ଠାନର ନାଁ ସଂଶୋଧନ

ମାସକରେ ରାଜ୍ୟର ପ୍ରତିଷ୍ଠାନର ନାଁ ସଂଶୋଧନ- ମନ୍ତ୍ରୀ-ମାସକ ଭିତରେ ରାଜ୍ୟରେ ଥିବା ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ-ପ୍ରତିଷ୍ଠାନର ନାଁ ସଠିକ୍ ଭାବେ ଲେଖାଯିବ ଏବଂ ଉଚ୍ଚାରଣ ହେବ-ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ-ଯେଉଁଗୁଡ଼ିକ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ତାର ନାଁ ପରିବର୍ତ୍ତନ ହେବ-ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ କହିଲେ ମନ୍ତ୍ରୀ-ଆଶା କରାଯାଉଛି ବର୍ଷକ ଭିତରେ ପରିବର୍ତ୍ତନ ହେବ-ସାର୍ଟିଫିକେଟ୍‌ ଭଳି କିଛି ପ୍ରମାଣପତ୍ର ଯାହା ପୂର୍ବରୁ ମିଳିଛି ତାହା ଅପରିବର୍ତ୍ତିତ ରହିବ

Leave a Reply

Your email address will not be published. Required fields are marked *