ବାୟୁସେନା ବିମାନ ଦୁର୍ଘଟଣା
ବାୟୁସେନା ବିମାନ ଦୁର୍ଘଟଣା:୫ମୃତ-ଆସାମ ବାୟୁସେନା ବିମାନ ଦୁର୍ଘଟଣାରେ ୫ ମୃତ-ଦୁର୍ଘଟଣାରେ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ-ଜୋରହାଟ ଏୟାରବେସରେ କ୍ରାସ୍ ହୋଇଥିଲା AN-32 ଏୟାରକ୍ରାଫ୍ଟ-ଅବତରଣ ବେଳେ ବିମାନରେ ଲାଗିଥିଲା ନିଆଁ-କୋର୍ଟ ଅଫ୍ ଇନ୍କ୍ବାରୀ ନିର୍ଦ୍ଦେଶ ଦେଇଛି ବାୟୁସେନା
