୧୬_ଜିଲ୍ଲାକୁ_ୟେଲୋ_ଓ୍ବାର୍ଣ୍ଣିଂ

#୧୬_ଜିଲ୍ଲାକୁ_ୟେଲୋ_ଓ୍ବାର୍ଣ୍ଣିଂ
-ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
-ବିଜୁଳି ଘଡ଼ଘଡି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି
-୩୦ରୁ ୪୦କିମି ବେଗର ପବନ ସହ ଝଟ୍‌କା ପବନ ୫୦କିମି ରହିବ
-ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ୟେଲୋ ଓ୍ବାର୍ଣ୍ଣିଂ
-ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ
-ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼ ୟେଲୋ ଓ୍ବାର୍ଣ୍ଣିଂ

Leave a Reply

Your email address will not be published. Required fields are marked *