୩_ଓ_୪ରେ_ଦକ୍ଷିଣରେ_ଛେଚିବ


-‘ମୁରାସୁ’ ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ସୂଚନା ଦେଲେ IMD ନିର୍ଦ୍ଦେଶିକା ମନୋରମା ମହାନ୍ତି
-ବିଶେଷକରି ୩ ଓ ୪ ତାରିଖରେ ପବନ ସହ ବର୍ଷା ସମ୍ଭାବନା ରହିଛି
-କାଲି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ
-୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା
-୪ ତାରିଖରେ ବି ପାଗର ସ୍ଥିତି ସମାନ ରହିବ- IMD ନିର୍ଦ୍ଦେଶିକା
-ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା
-୫ ତାରିଖରୁ ବର୍ଷା କମିବ,କାଁ ଭାଁ ସ୍ଥାନରେ ବର୍ଷା ହେବ
-କାଲି ଦକ୍ଷିଣ ଓଡ଼ିଶାରେ ଝଟ୍‌କା ପବନ ୬୦ କିମି ବେଗରେ ବହିବ
୩ରେ ୫୦ରୁ ୬୦ କିମି ପବନ ବହିବ,ଝଟ୍‌କା ପବନର ବେଗ ରହିବ ୭୦ କିମି

Leave a Reply

Your email address will not be published. Required fields are marked *