ବ୍ୟାଙ୍କକରେ_ଅଗ୍ନିକାଣ୍ଡ_ଘଟି_୨୭ମୃତ
ବ୍ୟାଙ୍କକରେ_ଅଗ୍ନିକାଣ୍ଡ_ଘଟି_୨୭ମୃତ-ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ-୧୮ ମହିଳାଙ୍କ ସମେତ ୨୭ ମୃତ, ୬୦ ଆହତଙ୍କ ମଧ୍ୟରୁ ୨୨ ଗୁରୁତର-ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଆନୁଟିନ୍ ଚାର୍ଣ୍ଣଭୀରାକୁଲ୍ଙ୍କ ଶୋକ ପ୍ରକାଶ-ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ, ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ l
