ବାତ୍ୟା_ପାଇଁ_୩୯_ଟ୍ରେନ୍_ବାତିଲ୍
#ବାତ୍ୟା_ପାଇଁ_୩୯_ଟ୍ରେନ୍_ବାତିଲ୍-ବାତ୍ୟା ‘ଅକୱାନ୍’ ପାଇଁ ୩୯ଟି ଟ୍ରେନ୍ ବାତିଲ୍-ନଭେମ୍ବର ୧୯, ୨୦ ଓ ୨୧ ତାରିଖ ପାଇଁ ବାତିଲ୍ -ଏକ୍ସପ୍ରେସ, ବନ୍ଦେ ଭାରତ, ପାସେଞ୍ଜର ଓ ମେମୁ ଟ୍ରେନ ବାତିଲ-ପୁରୀ, ଭୁବନେଶ୍ବର, ଦେଇ ଯାଉଥିବା ଟ୍ରେନ ପ୍ରଭାବିତ-କଟକ ଓ ବ୍ରହ୍ମପୁର ଦେଇ ଯାଉଥିବା ଟ୍ରେନ୍ ମଧ୍ୟ ପ୍ରଭାବିତ-ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ବାତିଲ୍-ହାଓଡ଼ା-ପୁରୀ ବନ୍ଦେ ଭାରତ ମଧ୍ୟ ବାତିଲ୍-ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ବାତିଲ୍-ପୁରୀ-ଯଶବନ୍ତପୁର ଗରିବ ରଥ ମଧ୍ୟ ବାତିଲ୍ l
