ଏନ୍କାଉଣ୍ଟରରେ ଟଳିଲେ ୪ ନକ୍ସଲ
ଏନ୍କାଉଣ୍ଟରରେ ଟଳିଲେ ୪ ନକ୍ସଲ l ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ…..ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ……୧୫ ଲକ୍ଷ ପୁରସ୍କାର ଥିବା ନକ୍ସଲ ସହଦେବ ମହତୋ ସମେତ ୪ ନିପାତ……ନିହତଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ସୂଚନା….ଘଟଣାସ୍ଥଳରୁ AK-47 ସହ ବିପୁଳ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ……ଆଜିଠାରୁ ଓଡିଶା ରାଜ୍ୟ ମାଓମୁକ୍ତ ଘୋଷଣା…
