ଲୋକସେବା ଭବନରୁ ଏସି ଚୋରି
ଭୁବନେଶ୍ବର ଲୋକସେବା ଭବନରୁ ଏସି ଚୋରି……କମ୍ପ୍ରେସର ଏବଂ ତମ୍ବା ପାଇପ ଚୋରି କରି ବନ୍ଧା ହେଲେ ୨ ଚୋର….୨୦୨୫ ନଭେମ୍ବରରୁ ଏବେ ଯାଏଁ କରିଚାଲିଥିଲେ ଚୋରି…….ଅର୍ଥ ବିଭାଗର ଛାତର ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀରୁ ଚୋରି…….୭ରୁ ଅଧିକ ଏସିରୁ ତମ୍ବା ତାର ସହିତ କମ୍ପ୍ରେସର ନେଇ ମାରିଥିଲେ ଛୁ…….ଗୋଟେ ପରେ ଗୋଟେ ଏସି ଖରାପ ହେବା ପରେ ସନ୍ଦେହ ବଢ଼ିଥିଲା……
