ଝାରପଡା_ଜେଲ୍ରେ_୮_ଜଣ_HIV_ପିଜିଟିଭ
ଝାରପଡା_ଜେଲ୍ରେ_୮_ଜଣ_HIV_ପିଜିଟିଭ -ଭୁବନେଶ୍ବର ଝାରପଡା ଜେଲରେ ବଢୁଛି HIV ପିଜିଟିଭ ସଂଖ୍ୟା -ଝାରପଡା ଜେଲରେ ୮ ଜଣ ଅନ୍ତେବାସୀ HIV ପିଜିଟିଭ ଚିହ୍ନଟ-ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଏଡ୍ସ ଆକ୍ରାନ୍ତ-ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା ପୋଲିସ-ଅଭିଯୁକ୍ତ ଜଣଙ୍କ HIV ପଜିଟିଭ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ -ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଅବଗତ କଲେ
