ବନମାଳୀ ପଣ୍ଡାଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଯୋଗଦେଲେ ଘସିପୁରା ବିଧାୟକ
** ଆନନ୍ଦପୁର ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ ସ୍ମୃତି ନୀଳୟ କୁଞ୍ଜବନ ପ୍ରକୋଷ୍ଟ ରେ ବନମାଳୀ ପଣ୍ଡା ଙ୍କର ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଶିକ୍ଷାବିତ ଯଦୁନାଥ୍ ମଲିକ ଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଯାଇଛି. I .କବି ରତ୍ନାକର ଦାସ ଙ୍କ ସଂଯୋଜନା ରେମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବଦ୍ରୀନାରାୟଣ ପାତ୍ର ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ,ତ୍ରିଦଣ୍ଡୀ ସ୍ୱାମୀ ଭକ୍ତି ବଲ୍ଲବ ଆଚାର୍ଯ୍ୟ ମହାରାଜ,ସମ୍ମାନିତ ଅତିଥି ଭାବେ ଡ଼କ୍ଟର ରାମ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ରାଉତ,ଗୋପୀନାଥ ସ୍ୱାଇଁ,ନାରାୟଣ ଶା ନିରଞ୍ଜନ ପଣ୍ଡା,ସୁରେନ୍ଦ୍ର ନାୟକ,ମମତାବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ.ମୁଖ୍ୟ ଅତିଥି ଡ଼କ୍ଟର ଖୁଣ୍ଟିଆ ଙ୍କୁ କୁଞ୍ଜବନ ଓ ତ୍ରିଦଣ୍ଡୀ ସ୍ୱାମୀ ଙ୍କୁ ବକୁଳି ବାବା ସମ୍ମାନ ଓ ଉପଢୌକନ ପ୍ରଦାନ କରିଥିଲେ. ଚିନ୍ମୟୀପଣ୍ଡା,ସୁଶାନ୍ତ ପଣ୍ଡା,ଦୀପ୍ତିରାଣୀ ପଣ୍ଡା,ମୁରଲୀ ଧର ପରିଡା,ଦେବାନନ୍ଦ ନାୟକ,ଓ଼ମଂପ୍ରକାଶ ନାୟକ,ଗାଧଧର ଜେନା,ସନାତନ ବେହେରା,ଦେବଦୀଶ ବୈଶାକ,ବାମନ ଚରଣ ମାଝୀ,ଗୌରାଙ୍ଗ ଓଝା,କୁଶ ପରିଡା,ଚନ୍ଦ୍ରମଣି ମାଝୀ,ଅମୁଲ୍ୟ ସାହୁ,ପ୍ରେମାନନ୍ଦ ଦଳେଇ,ପ୍ରଫୁଲ୍ଲ ଦଳେଇ,ଚତୁର୍ଭୁଜ ପୁହାଣ,ପ୍ରମୋଦ ବରାଳ,ବିଚିତ୍ରାନନ୍ଦ ଦାଶ,ବାସୁଦେବ ବେହେରା,ଭ ର ତ ନାଥ,ଚନ୍ଦ୍ରଚୂଡ଼ ରାଉତ,ରାଜକିଶୋର ସାହୁ,ପ୍ରଫୁଲ୍ଲ ମଲିକଶ୍ରୀଧର ପ୍ରସାଦ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନାରାୟଣ ନାଥ ମଧ୍ୟ.ନିବେଦିତା ପଣ୍ଡା ସ୍ୱାଗତ ସଂଗୀତ ,ପ୍ରଫୁଲ୍ଲ ପଣ୍ଡା ଅ ତିଥି ପରିଚୟ,ନରହରି ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ. I
