ଗଂଜାମ ଜିଲ୍ଲା ପୁରୋଷତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସ୍ବାଧୀନତା ଦିବସ ପାଳନ କରାଗଲା।ସରପଞ୍ଚ ଶ୍ରୀ ଇନ୍ଦ୍ରଜିତ ନାୟକ ଓ p,o ସମସ୍ତ ଉପସ୍ଥିତ ଗ୍ରାମ ର ସଦସ୍ୟ ମାନେ ରହି ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ସରପଞ୍ଚ ମହାଶୟ ଓ ଅନ୍ୟାନ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।

Ganjam district report Krushna chandra samantaray

Leave a Reply

Your email address will not be published. Required fields are marked *