ରାତିରେ ରହଣିଆ ଉଚ୍ଚ ବିଦ୍ୟାଳୟ ଫାଟକ କାହିଁକି ଖୋଲା ?

ଭଣ୍ଡାରିପୋଖରୀ ::୨୩/୭ :ରାତିରେ ସ୍କୁଲ ଫାଟକ ମେଲା,।ଏ ଘଟଣା ଆଜି କି କାଲିର ନୁହଁ ମାସ ମାସ ହେଲା ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲାହ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରହଣି ଆ ପଞ୍ଚାୟତ ଅଧୀନ ରହଣି ଆ ଉଚ୍ଚ ବିଦ୍ୟାଳୟ । ଖାଲି ଏତିକି ନୁହଁ ଫାଟକ ମେଲା ଭରପୁର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳ ପାଲଟିଥିବା କଥା ସାଧାରଣରେ ରେ ଗୁଞ୍ଜରଣ ସୃଷ୍ଟି କରିଛି ।ତେବେ ଏଥି ନେଇ ଆମ୍ ପ୍ରତିନିଧି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାକୁ ଚାହିଁ ଥିଲେ ବି ଯୋଗାଯୋଗ ହୋଇ ପାରି ନ ଥିଲା ।ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କିଭଳି ପ୍ରଭାବ ପଡୁଛି।

Leave a Reply

Your email address will not be published. Required fields are marked *