ଦିବଂଗତ କୌଳାସ ଚନ୍ଦ୍ର ଦାସ ଙ୍କ ସ୍ମୃତି ଚାରଣ ର ସଭାରେ ଯୋଗ ଦେଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ,
ଆଜି ଭଦ୍ରକ ସାହାଡ଼ା ପଞ୍ଚାୟତ ର ଦିବଂଗତ କୌଳାସ ଚନ୍ଦ୍ର ଦାସ ଙ୍କ ପ୍ରଥମ ସ୍କୃତି ସମାରୋହ ଏବଂ ସୃତିଚାରଣ ସଭା ରେ ଯୋଗ ଦେଲେ ମାନ୍ୟବର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବ୍ଲକ ଚେୟାରମ୍ୟାନ ଉର୍ମିଳା ନାୟକ,ଅଧକ୍ଷ ଶ୍ରୀ ଯୁକ୍ତ ମୁକୁନ୍ଦ ଦେବ ସାମଲ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ଯେନା ,ଜିଲ୍ଲାପରିଷଦ ର ସଭ୍ୟ ଶ୍ରୀ ଯୁକ୍ତ ପୂଣ୍ଣ ଚନ୍ଦ୍ର ଦାସ, ବହୁ ସମାଜ ସେବୀ ଏବଂ ସରପଞ୍ଚ, ସମିତି ସଭ୍ଯ ବହୁ ସଂଖ୍ୟାରେ ଯୋଗ ଦେଇ କୌଳାସ ଚନ୍ଦ୍ର ଦାସ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ ହାର ଦେଇ ସୃତିଚାରଣ ସଭା ଅନୁଷ୍ଠିତ ହୋଇ ଥିଲା ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ସୃତିଚାରଣ ସଭା ରେ କହିଲେ କୌଳାସ ଚନ୍ଦ୍ର ଦାସ ଜଣେ ମହାନ କଥାକାର ଥିଲେ ତାଙ୍କ ଜୀବନ ଅମର ଆତ୍ମାର ସଦଗତି ହେଉ ,
Punil Kumar Samanta reporter
