ଶ୍ରୀମନ୍ଦିର_ନିକଟରେ_ଉଡ଼ିଲା_ଡ୍ରୋନ୍ପୁରୀରେ
#ଶ୍ରୀମନ୍ଦିର_ନିକଟରେ_ଉଡ଼ିଲା_ଡ୍ରୋନ୍ପୁରୀରେ ପୁଣି ଶ୍ରୀମନ୍ଦିର ନିକଟ ନିଷିଦ୍ଧ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍….ଦୀର୍ଘ ସମୟ ଧରି ଡ୍ରୋନ୍ ଉଡୁଥିବାର ଦୃଶ୍ୟ କ୍ୟାମେରାରେ କଏଦ…..ଡ୍ରୋନ୍ଟି କିଛି ସମୟ ଉଡ଼ିବା ପରେ ବାଲିସାହି ଆଡ଼କୁ ଯାଇଥିଲା…..ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଉଠିଲା ପ୍ରଶ୍ନ……
