ଯୁବକ ଙ୍କ ମୃତ୍ୟୁ ରହସ୍ୟ ଘେରରେ କାରଣ ଅସ୍ପଷ୍ଟ ହତ୍ୟା ନା ଆତ୍ମହତ୍ୟା। ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୂର୍ ଗ୍ରାମ ପଞ୍ଚାୟତ ର ମହାଖେଳା ଗ୍ରାମର (ଜି.ଆର୍.ଏସ୍. )ବିଚିତ୍ର ମହାପାତ୍ରଙ୍କ ଘରୁ ଯୁବକଙ୍କ ମୃତୁ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ ହତ୍ୟା ନା ଆତ୍ମହତ୍ୟା ଖବର ପାଇ ବଡ଼ଚଣା ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଓ ସାଇଣ୍ଟଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ସାଙ୍ଗରେ ଥିବା ଦୁଇ ଅପରାଧୀଙ୍କୁ ଗିରଫ କରିବା ଓ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି

ଯାଜପୁର – ଈଶ୍ୱର ଚନ୍ଦ୍ର ବାରିକ ରିପୋର୍ଟ

Leave a Reply

Your email address will not be published. Required fields are marked *