୫ ପଜିଟିଭ ଚିହ୍ନଟ


ବନ୍ତ,୨୮/୭:ଭଦ୍ରକ ଜିଲ୍ଲାରୁ ବୁଧବାର ୭୦ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ବନ୍ତ ବ୍ଲକରୁ ୫ ଜଣ ଥିବା ଜଣାପଡ଼ିଛି । ଉକ୍ତ ୫ ଜଣଙ୍କ ମଧ୍ୟରୁ ଅଣିଜୋ ପଂଚାୟତ ଅଣିଜୋ ଓ ମଙ୍ଗଳପୁର,ଗଣିଜାଙ୍ଗ ପଂଚାୟତ ଅରଂଜିରୁ ଜଣେ ଲେଖାଏଁ ଏବଂ ବନ୍ତ ପଂଚାୟତ ବନ୍ତରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ରିପୋର୍ଟ;-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *