ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

– ଆଜି କୁଜଙ୍ଗ ଠାରେ ଆୟୋଜିତ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ରେ ଯେଉଁ ଭଳି ଭାବରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଅଯୋଗ୍ୟ ବୋଲି କହିବା ସହିତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ଏହାର ପ୍ରତିବାଦ ରେ ଆଜି କୁଜଙ୍ଗ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ଦୃଢ଼ ଭାବରେ ନିନ୍ଦା କରାଯିବା ସହିତ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ। ଓ ବହୁ ବିଜୁ ଜନତା ଦଳର ସରପଞ୍ଚ ଓ ଦଳୀୟ ନେତୃ ମଣ୍ଡଳୀ ବିଧାୟକ ଙ୍କ ସମର୍ଥକ ମାନେ ଉପସ୍ଥିତ ଥିଲେ ।ବାଇଟ 1 – ସୁଢ଼ଳ ସ୍ୱାଇଁ (ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି)ବାଇଟ 2 – ମିନାରାଣୀ ସାହୁ (ବ୍ଲକ ଅଧ୍ୟକ୍ଷ)ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *