ଭଦ୍ରକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ
ଭଦ୍ରକ ଲୋକ ସଭା କ୍ଷେତ୍ର ରୁ ପୁଣି ଥରେ ଅଭିମନ୍ୟୁ ସେଠୀ ଙ୍କୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ , ଅଭିମନ୍ୟୁ ଏଥିରେ ସ୍ଥାନ ପାଇଛନ୍ତି | ୨୦୧୯ ସାଧାରଣ ନିର୍ବାଚନ ରେ ବିଜେପି ରୁ ଅଭିମନ୍ୟୁ ମୈଦାନ କୁ ଓହ୍ଲାଇ ଥିଲେ ହେଲେ , ବିଜେଡିର ମଞ୍ଜୁଲତା ମଣ୍ଡଳ ଠାରୁ ପରାସ୍ତ ହୋଇ ଥିଲେ | ମଞୁଲତା ଙ୍କୁ ୫ଲକ୍ଷ ୧୨ହଜାର ଭୋଟ ମିଳିଥିବା ବେଳେ ଅଭିମନ୍ୟୁଙ୍କୁ ୪ଲକ୍ଷ ୮୩ ହଜାର ଭୋଟ ପାଇଁ ଦ୍ବିତୀୟ ସ୍ଥାନ ରେ ରହିଥିଲେ | ଦୁଇ ଜଣଙ୍କ ମଧ୍ଯ ରେ କଡା ଟକ୍କର ହୋଇଥିଲେ ମଧ୍ଯ ବିଜେଡିର ମହିଳା କାର୍ଡ ଆଗରେ ବିଜେପି କୁ ପରାଜୟ ବ୍ୟବଧାନ କମ ଥିଲା ତେଣୁ ସାଙ୍ଗଠନିକ ଦକ୍ଷତା ଦୃଷ୍ଟି ରୁ ଅଭିମନ୍ୟୁ ଉପରେ ବିଜେପି ଆସ୍ଥା ପ୍ରକଟ କରିଛି| କ
