ଗଞ୍ଜାମ ରେ ନିର୍ବାଚନ ହିଂସା
ଗଞ୍ଜାମ ରେ ନିର୍ବାଚନ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି ନିର୍ବାଚନିକ ହିଂସା ତଥା ହତ୍ୟା, ଧମକ ମାରପିଟ ବଢିବା ସାଙ୍ଗେ ସଙ୍ଗେ ଏଥିରେ ବିଧାନ ସଭା ସଦସ୍ୟ ଓ ଲୋକ ସଭା ସଦସ୍ୟ ଏଥିରୁ ବାଦ ପଡ଼ିନାହାନ୍ତି ଗତକାଲି ଦିନ ଏପରି ଏକ ମାରାତ୍ମକ ଘଟଣା କୁକୁଡାଖଣ୍ଡି ଗ୍ରାମ ରେ ଦେଖିବାକୁ ମିଳିଛି l ଏକ ନିଦ୍ଧିଷ୍ଟ ପାର୍ଟି ର ଅସାମାଜିକ ଯୁବକ ମାନେ ତଥା ସାକା ସୁଜିତ କୁମାର ଓ ତାଙ୍କ ସହଜାଗି ମାନେ( ବିଲଡର )ସୁଦଂଶୁ ସଂଗ୍ରାମ ପାଢ଼ୀ ଙ୍କୁ ନିର୍ବାଚନିକ ଦାଦା ବଟି 20 ଲକ୍ଷ ମାଗିଥିଲେ l ଦାଦା ବାଟି ନ ଦେବାରୁ ସୁଦଂଶୁ ସଂଗ୍ରାମ ପାଢ଼ୀ,ତାଙ୍କ ପାଟନର ଓ କର୍ମଚାରୀ ଙ୍କୁ ମରନ୍ତକ ଆକ୍ରମଣ କରିଥିଲା ସେଥିରେ ପାଢ଼ୀ ଙ୍କ ଭାଇ ଓ ବାପା ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ବାପା ଙ୍କ ମୁଣ୍ଡରେ 8 ଟି ସିଲାଇ ହୋଇଥିଲା ଦାଦା ବଟି ନଦେଲେ ଜୀବନରେ ମାରିଦେବାକୁ ହତ୍ୟା ଧମକ ଦେଇଥିଲା ଏ ନେଇ ସ୍ଥାନୀୟ ପୋଲିସ ଥାନା ରେ ଅଭିଯୋଗ କରିଥିଲେ l ଏହାକୁ ନେଇ ଶ୍ରୀ ପାଢ଼ୀ ସାମ୍ବାଦିକ ସମିଳନୀ ରେ ମତ ବ୍ୟକ୍ତପ୍ରକାଶ କରିଥିଲେ l
