ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର

ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରତିମା ମଲ୍ଲୀକ ଘରକୁ ଘର ଯାଏ କଂଗ୍ରେସ ଗ୍ୟାରେଣ୍ଟି ସମ୍ପର୍କରେ ଭୋଟ୍ ରଙ୍କୁ ଅବଗତ କରାଇବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ପିତେଇପୁର ପଂଚୟତରେ ପ୍ରଚାର କୁ ଜୋରଦାର କରିଥିବା ସହିତ ଲୋକଙ୍କୁ ଭେଟୁଛନ୍ତି । ତାଙ୍କ ସହିତ ଜିଲ୍ଲା ସଭାପତି ନଟବର ବାରିକ ଓ ବହୁ କଂଗ୍ରେସ ନେତା ଓ କର୍ମୀମାନଙ୍କ ଶାମିଲ ହୋଇ ଥିବା କଂଗ୍ରେସ ଗ୍ୟାରେଣ୍ଟି କୁ ନେଇ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *