ବିଜେଡ଼ି ପକ୍ଷରୁ ବିଭିନ୍ନ ପଂଚାୟତ ରେ କର୍ମି ସମ୍ମିଳନୀ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ରମ୍ଭାଦେଇପୁର, ମଣ୍ଡାସାହି ଓ ଜାହାନପୁର ପଂଚାୟତରେ ବିଜେଡି ପକ୍ଷରୁ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମୀ ସମ୍ମିଳନୀରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ । ନିର୍ବାଚନ ତାରିଖରେ ପାଖେଇ ଆସୁଥିବାରୁ ପ୍ରଚାର କୁ ଜୋରଦାର କରାଯାଇଛି । ଏହାକୁ ନେଇ ନେତା ଓ କର୍ମୀ ମାନେ ଉତ୍ସାହିତ ଥିବା ସହିତ ଯୋଡି ଶଙ୍ଖ ରେ ଭୋଟ ଦେବାକୁ ଭୋଟ ର ଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *