କାମାକ୍ଷାନଗର ଅଞ୍ଚଳରେ ଶୀତଳଷଷ୍ଠୀ

– ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ସୋମବାର ଶୀତଳଷଷ୍ଠୀ ଉତ୍ସବ ସମାରୋହରେ ପାଳିତ ହୋଇ ଯାଇଛି l ଆନନ୍ତପୁର ସ୍ଥିତ ଦିବ୍ୟାସିଂହ ମନ୍ଦିରରେ ସନ୍ଧ୍ୟାରେ ଯଥାବିଧି ପୂଜାର୍ଚନା କରାଯାଇ ଚଳନ୍ତି ପ୍ରତିମା କୁ ଏକ ବିମାନରେ ବାସଯାଇ ସହର ପରିକ୍ରମା କରାଯାଇଥିଲା l ସହରର ବିଭିର୍ନ୍ନ ସ୍ଥାନରେ ଚଳନ୍ତି ପ୍ରତିମାଙ୍କୁ ପୂଜାର୍ଚନା କରାଯାଇ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇ ଥିଲେ l ପ୍ରତ୍ୟେକ ବଜାରରେ ଆତ୍ସବାଜୀ ସହିତ ଆଇସକ୍ରିମ, ସର୍ବତ ଆଦି ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *