ମାର୍କଣ୍ଡେଶ୍ଵର ମନ୍ଦିରରେ ଶିବ ଚତୁର୍ଦ୍ଦଶୀ ପାଳନ

ମାର୍କଣ୍ଡେଶ୍ଵର ମନ୍ଦିରରେ ଶିବ ଚତୁର୍ଦ୍ଦଶୀ ପାଳନ।ବ୍ରହ୍ମପୁର, ଲାଞ୍ଜିପଲ୍ଲି ସ୍ଥିତ ମାର୍କଣ୍ଡେଶ୍ଵର ମନ୍ଦିରରେ ଶିବ ଚତୁର୍ଦ୍ଦଶୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ପୂର୍ବରୁ ପରମ୍ପରା ଅନୁଯାୟୀ ମହାଦେବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସ୍ଥାନରୁ ପ୍ରାୟ ବହୁ ଭକ୍ତ ମାନେ ଉପସ୍ଥିତ ରହି ମହା ଦେବଙ୍କ ଆଶିର୍ବାଦ ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମନ୍ଦିର କମିଟି ବୃନ୍ଦ୍,ଅଞ୍ଚଳବାସୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *