ଭଦ୍ରକ ରେ ଅନୁଷ୍ଠିତ ପବିତ୍ର ମହରମ ପର୍ବ ପାଇଁ ପୋଲିସ ପ୍ରଶାସନ ର କଡାକଡି ବ୍ୟବସ୍ଥା

ଆଜି ଭଦ୍ରକ ରେ ପାଳନ କରାଯାଉଛି ପବିତ୍ର ମହରମ ପର୍ବ ଭଦ୍ରକ ରେ ଅନୁଷ୍ଠିତ ପବିତ୍ର ମହରମ ପର୍ବ ପାଇଁ ପୁଲିସ ଏଲର୍ଟକୁ କଡାକଡି କରାଯାଇଛି l ଏହି ଅବସରରେ 42 କାଫିଲା ବାହାରିବା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି l ସହରରେ ସୁରକ୍ଷା ଦୃଷ୍ଟି ରୁ 2ଜଣ ଏଡିସନାଲ ଏସପି,10 ଜଣ ଡ଼ିଏସପି, 25 ଜଣ ଇନିସପେକେଟର, 127 ଜଣ ଏସଆଇ ଓ ଏଏସଆଇ, 24 ପ୍ଲାଟୁନ ପୋଲିସ ଫର୍ସ ସମେତ 3 କମ୍ପାନୀ ସିଆରପି ପୋଲିସ କୁ ନିୟୋଜିତ କରାଯାଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *