ଜାତୀୟ ରାଜପଥ ମରଣଯନ୍ତା
* ଆସିକା:୧୨/୦୮/୨୦୨୪ କାଳଷଣ୍ଢପୁର ଠାରୁ ଆରମ୍ଭ ହୋଇ ଦାମୋଦର ପଲ୍ଲୀ ଢଉ଼ଗା ପର୍ଯ୍ୟନ୍ତ ୨୧୭ ଓ ୫୯ ରାଜପଥ ମିଳନ ସ୍ଥଳ ଏହି ୫କିଲୋମିଟର ରାସ୍ତା ରେ ଠାଏ ଠାଏ ଗାଢ଼ ହୋଇ ପାଣି ଜମି ରହିଛି।ଏହି ରାଜ ପଥ ଦେଇ ଶହ ଶହ ଭାରି ଯାନ ଯାତାୟତ କରୁଅଛି।ଖାଲ ଖମା ପାଇଁ ଯାତାୟାତ ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀମାନେ।

ଗାଢ଼ ଲାଗି ଦୁର୍ଘଟଣା ହେବାର ପରିଲକ୍ଷିତ ହୋଉଛି।ଏହି ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଉଛି। ଜାତୀୟ ରାଜପଥ କତୃପକ୍ଷ ଶିଘ୍ର ଏହାର ମରାମତି ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
