ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମ୍ବେଳଲ ସମିତି ପକ୍ଷରୁ ପ୍ରତିବାଦ
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମ୍ବେଳଲ ସମିତି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା lକଲିକତାର ଆର.ଜି କର ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମ୍ବେଳଲ ସମିତି ଯାଜପୁର ରୋଡ଼ ରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି l ଆଜି ଜିଲ୍ଲା ମାରୁଆଡ଼ି ମହିଳା ସଙ୍ଘ ଓ ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମ୍ବେଳଲ ସମିତିର ମହିଳା ମାନେ ବ୍ୟାନର ଧରି ଓ ମୋବାଇଲ ଲାଇଟ ଜଳେଇ ପ୍ରତିବାଦ କରିଥିଲେ l ଏହି ମହିଳା ମାନେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଘଟଣାର ସଠିକ ତଦନ୍ତ ଦାବି କରିଥିଲେ
