ରାସ୍ତା ପାଲଟିଲା ମରଞ୍ଜନ୍ତା

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ରାଇଘର ଅନ୍ତର୍ଗତ କରଣପଦର ଗ୍ରାମ ଠାରେ ସାହି ଭିତର ରାସ୍ତା ରେ ଲୋକମାନେ ଘର ରୁ ବାହାରିବାରୁ ବହୁତ ଅସୁବିଧା ହେଉଛି l ରାସ୍ତା ରେ କାଦୁଅ ଏହି ଗ୍ରାମ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଗ୍ରାମ ରେ ବର୍ଷ ବର୍ଷ ବିତିଗଲା ଏପର୍ଯ୍ୟନ୍ତ କୈାଣସି କାର୍ଯ୍ୟ ହୋଇନାହିଁ।

ଏହି ଗ୍ରାମ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କାଦୁଅ ର ସମ୍ମୁକ୍ଷଣ ହେବାକୁ ପଡ଼ୁଛନ୍ତି ଏଠାରେ କୈାଣସି ସରକାର ର ଆଖି ପଡ଼ୁନାହିଁ। ଗ୍ରାମ ଲୋକମାନେ ଏହି ରାସ୍ତା କୁ ନେଇ ବହୁତ ଅସୁବିଧା ରହିଛି। ସାହି ବାସିନ୍ଦା ଘର ରୁ ପଦାକୁ ବାହାରି ପାରୁନାହିଁ। ଯୁଆଡ଼େ ଗଲେ ଖାଲି କାଦୁଅ ହିଁ କାଦୁଅ ତାଛଡା ଡ୍ରେନ ପାଣି ମଧ୍ୟ ଘରେ ଘରେ ପଶୁଛି। ଯାହାକି ସାହି ବାସିନ୍ଦା ଙ୍କ ପାଇଁଁ ସବୁଠାରୁ ବଡ଼ ସମସ୍ୟା ହୋଇପଡ଼ିଛି। ଏହି ସାହିକୁ ଯିବାପାଇଁ ସାହି ବାସିନ୍ଦା ଏକ ପକ୍କା ରାସ୍ତା ପାଇଁ ବାରମ୍ବାର ଦାବୀ କରିଆସୁଥିଲେ। ହେଲେ ପ୍ରଶାସନ କୈାଣସି ପଦେକ୍ଷେପ ନେଇନାହିଁ।

Leave a Reply

Your email address will not be published. Required fields are marked *