ରେସଲିଂ ଚାମ୍ପିଅନ୍ସିପ୍ ରେ ସ୍ଵର୍ଣ୍ଣ ପଦକ ଜିଣି ଓଡିଶା ଓ ଭାରତ ପାଇଁ ଗର୍ବ ଆଣିଛନ୍ତି ପିଙ୍କି ନାୟକ
ନେପାଳର ରାଜଧାନୀ କାଠମାଣ୍ଡୁ ଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ରେସଲିଂ ଚାମ୍ପିଅନ୍ସିପ୍ ରେ ସ୍ଵର୍ଣ୍ଣ ପଦକ ଜିଣି ଓଡିଶା ଓ ଭାରତ ପାଇଁ ଗର୍ବ ଆଣିଛନ୍ତି ପିଙ୍କି ନାୟକ l ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେରାଣ୍ଡିପୁର ଗୌଡ ସାହିର ବାବୁଲି ନାୟକ ଏବଂ ସୁଲୋଚନା ନାୟକଙ୍କ ଝିଅ ପିଙ୍କି ଉଭୟ ରାଜ୍ଯ ଓ ଜାତୀୟ ସ୍ତରରେ ନିଜର କ୍ରୀଡା ନୈପୁଣ୍ୟତା ପ୍ରତିପାଦିତ କରିଛନ୍ତି l ସେଥିପାଇଁ ପିଙ୍କି ଙ୍କୁ ଶୁଭେଚ୍ଛା ଶୁଭକାମନା 💐💐💐ମହାପ୍ରଭୁ ତାଙ୍କର ସବୁ ଇଚ୍ଛା ପୁରଣ କରନ୍ତୁ 🙏
